Breaking

Monday, 1 April 2019

ମାଟ୍ରିକ ପରୀକ୍ଷା ଫଳ କେମିତି ନିଜ ମୋବାଇଲ୍ ରେ ଦେଖିବେ ଦେଖନ୍ତୁ


Image result for Matric student


ଚଳିତ ବର୍ଷ ଆରମ୍ଭ ହୋଇଥିବା ମାଟ୍ରିକ ପରୀକ୍ଷା ର ରେଜଲ୍ଟ ବହୁତ ଶୀଘ୍ର ପ୍ରକାଶ ପାଇବାକୁ ଯାଉଛି | କିନ୍ତୁ ତାହାର ନିର୍ଦ୍ଧିଷ୍ଟ ତାରିଖ ଏ ପର୍ଯ୍ୟନ୍ତ ଜଣା ପଡିନି ତଥାପି ଯେତେବେଳେ ପରୀକ୍ଷା ଫଳ ର ଦିନ ଜଣା ପଡିବ ମୁଁ ଆପଣଙ୍କ ପାଇଁ ଗୋଟିଏ ଭିଡ଼ିଓ ନିଶ୍ଚିତ ବନେଇଦେବି | ତେବେ ନିଜ ପରୀକ୍ଷା ଫଳ ନିଜ ଫୋନ୍ ରେ ଦେଖିବା  ପାଇଁ କଣ କରିବେ ଦେଖନ୍ତୁ ||


ପରୀକ୍ଷା ଫଳ ଦେଖିବା ପାଇଁ ନିମ୍ନ ରେ ଥିବା ଲିଙ୍କ ରେ କ୍ଲିକ୍ କରନ୍ତୁ👇👇👇👇👇👇👇👇

                                        ଏଇଠି କ୍ଲିକ୍ କର




No comments:

Post a Comment

SOMETHINGS NEW